ପଦ୍ମପୁର 132kV ଗ୍ରିଡ୍ – CT ତ୍ରୁଟି, 04-04-2026 (11:30–17:00)
ଜରୁରୀ କାଳୀନ ସୂଚନା — ଦୟା କରି ଧ୍ୟାନ ଦିଅନ୍ତୁ ଏହା ଦ୍ଵାରା ପାଇକମାଳ ସବ-ଡିଭିଜନ ଅନ୍ତର୍ଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସୂଚନା ଦିଆଯାଉଛି ଯେ, ତା. 04/04/2026 (ଶନିବାର) ଦିନ 11.30 AM ବେଳେ ପଦ୍ମପୁର 132 kV ଗ୍ରିଡ୍ଠାରେ CT ଖରାପ ହୋଇଥିବାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହରେ ଅସୁବିଧା ରହିପାରେ। ଆପଣଙ୍କ ସହଯୋଗ ପାଇଁ ଅନୁରୋଧ। ଧନ୍ୟବାଦ SDO PAIKMAL TPWODL