Happy Paikmal
Home About Us Members Comittee Phone Directory Blood Donors Donors/Sponsors
Categories
Cultural Happenings Politics Business Technology Sports Entertainment Health Science World Opinion Lifestyle
More
Villages Donate Service Status
Login Register
Skip to main content

Description

ଜରୁରୀ କାଳୀନ ସୂଚନା — ଦୟା କରି ଧ୍ୟାନ ଦିଅନ୍ତୁ

ଏହା ଦ୍ଵାରା ପାଇକମାଳ ସବ-ଡିଭିଜନ ଅନ୍ତର୍ଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସୂଚନା ଦିଆଯାଉଛି ଯେ, ତା. 04/04/2026 (ଶନିବାର) ଦିନ 11.30 AM ବେଳେ ପଦ୍ମପୁର 132 kV ଗ୍ରିଡ୍‌ଠାରେ CT ଖରାପ ହୋଇଥିବାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହରେ ଅସୁବିଧା ରହିପାରେ। ଆପଣଙ୍କ ସହଯୋଗ ପାଇଁ ଅନୁରୋଧ।

ଧନ୍ୟବାଦ
SDO PAIKMAL
TPWODL

Affected Areas

Paikmal

Timeline of Changes

Status entry created
By: Tribikram Sahu Date: Apr 26, 2026 3:10 PM
Issue resolved
By: Tribikram Sahu Date: Apr 26, 2026 3:10 PM
Resolution Note: The disruption window (11:30 AM to 5:00 PM on 4 Apr 2026) has ended. Thank you for your cooperation. ଦୟା କରି ଉପରୋକ୍ତ ନିଶ୍ଚିତ ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିଥିବାରୁ ଧନ୍ୟବାଦ।
Donate