Description
ପାଇକମାଳ ସବ-ଡିଭିଜନ ଅନ୍ତର୍ଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସୂଚନା ଦିଆଯାଉଛି ଯେ, ସମ୍ଭାବ୍ୟ ବୈଶାଖୀ ମେଳା ପୂର୍ବରୁ ପଦ୍ମପୁର ବର୍ତ୍ତୀ 33kV ଲାଇନ ରକ୍ଷଣାବେକ୍ଷଣ ପାଇଁ 24/04/2026 (ଶୁକ୍ରବାର) ଦିନ ସକାଳ 8 ଘଣ୍ଟାରୁ ଦିନ 1 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ସହଯୋଗ ପାଇଁ ଧନ୍ୟବାଦ।
ଧନ୍ୟବାଦ
SDO PAIKMAL
TPWODL
ଧନ୍ୟବାଦ
SDO PAIKMAL
TPWODL