Description
ଏତଦ୍ ଦ୍ଵାରା ପାଇକମାଳ ସବଡିଭିଜନ ଅନ୍ତରଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆସନ୍ତା ତା -୩୧/୦୧/୨୦୨୬ ଶନିବାର ଦିନ OPTCL ର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ସକାଳ ୮ ଘଟିକା ରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ । ଏଣୁ ଆମେ ଆପଣ ମାନଙ୍କ ଠାରୁ ସହଯୋଗ କାମନା କରୁ।
ଧନ୍ୟବାଦ
SDO PAIKMAL
TPWODL
ଧନ୍ୟବାଦ
SDO PAIKMAL
TPWODL